Jump to content

ବିଷ ଉତାରିବା

ଉଇକିଅଭିଧାନ‌ରୁ

ବିଷ ଉତାରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ବିଷ ଉତୁରିବା—ବିଶେଷ୍ୟ ରୂପ)

ଦେଶଜ - କ୍ରି. (ସଂସ୍କୃତ - ବିଷ+ଉତ୍ତରଣ)

[ସମ୍ପାଦନା]
୧. ସାପ ଇତ୍ୟାଦିର ବିଷକୁ ଔଷଧଦ୍ୱାରା କିମ୍ୱା ମନ୍ତ୍ର ସାହାଯ୍ୟରେ ଦୂରୀକୃତ କରିବା —୧. To counteract the effect of serpent or other poison from a person.
୨. (ଲକ୍ଷଣାର୍ଥ) ଅନ୍ୟ ଲୋକର ମନରୁ କ୍ରୋଧ ଗର୍ବ ପ୍ରଭୃତିକୁ ଦୂର କରି ତାକୁ ପ୍ରକୃତିସ୍ଥ କରବା —୨. To remove anger, pride etc from the mind of a person.