Jump to content

ବିଷ କଣ୍ଠ

ଉଇକିଅଭିଧାନ‌ରୁ

ବିଷ କଣ୍ଠ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ବିଷ+କଣ୍ଠ)

[ସମ୍ପାଦନା]
୧. ଶିବ; ମହାଦେବ — ୧. Ṡiba.
୨. ସର୍ପ —୨. Snake.

(ଉ— ବିଷକଣ୍ଠେ କ୍ଷୀରକଣ୍ଠ ବୋଲୁଥିଲା କେହି ଭଞ୍ଜ. ବୈଦେହୀଶବିଳାସ)

୩. (ବିଷ ପଦ୍ମନାଡ଼ ପରି କଣ୍ଠ ଯାହାର) —୩. The paddy bird; Ardea Nivea (bird).
୪. ମୟୁର —୪. Peacock.