ବିଷ କୁମ୍ଭ
ଦେଖଣା
ବିଷ କୁମ୍ଭ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିଷ କୁମ୍ଭ
|
ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ବିଷ+କୁମ୍ଭ)
[ସମ୍ପାଦନା]- ୧. ଗରଳ ଥିବା ମାଠିଆ —୧. A jar full of poison.
- ୨. (ଲକ୍ଷଣାର୍ଥ) ହିଂସାପୂର୍ଣ୍ଣ ହୃଦୟ — ୨. (figurative) malicious heart.
ବିଷ କୁମ୍ଭ
|