ବିଷ ଖୋଇବା
ଦେଖଣା
ବିଷ ଖୋଇବା
ଉଚ୍ଚାରଣ
[ସମ୍ପାଦନା](ବିଷ ଦେବା, ବିଷ ଖୁଆଇବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ବିଷ ଖୋଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଅନ୍ୟ ବ୍ୟକ୍ତିକୁ ହତ୍ୟା କରିବା ପାଇଁ ତାକୁ ଖାଦ୍ୟଦ୍ରବ୍ୟ ସଙ୍ଗେ ବିଷ ସେବନ କରାଇବା — To poison a person to kill him; to administer poison to a person.