ବିଷ ଦାନ୍ତ
ଦେଖଣା
ବିଷ ଦାନ୍ତ
ଉଚ୍ଚାରଣ
[ସମ୍ପାଦନା](ବିଷ ଦାନ୍ତ—ଗ୍ରାମ୍ୟ ରୂପ)
ଅନୁବାଦ
[ସମ୍ପାଦନା]ବିଷ ଦାନ୍ତ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବିଷ ଦନ୍ତ)
[ସମ୍ପାଦନା]ସରପର ଯେଉଁ ଦାନ୍ତରେ ବିଷ ଥାଏ —The poisonous fangs of a serpent.
[ଦ୍ରଷ୍ଟବ୍ୟ —ନାଗ ଆଦି ବିଷଧର ସର୍ପର ପାଟିର ଦୁଇ ପାଖରେ ଯେଉଁ ଦୁଇଟି ଦାନ୍ତ ଥାଏ, ତାହାକୁ 'କାଳ' ଓ 'ବିକଳ' ବୋଲାଯାଏ ଏହି ଦାନ୍ତର ମୂଲରେ ବିଷକୋଷ ଥାଏ ସର୍ପ ଦନ୍ତାଗାତ କରିବା ମାତ୍ରେ ସେହି ଥଳୀରୁ ଗରଳ ବହି ସେହି କ୍ଷତ ସ୍ଥାନରେ ପଶେ ଓ ସେଠାରୁ ଦେହଯାକ ବିଷ ଚହଟି ଯାଏ ବିଷ ଦାନ୍ତ ଛଡ଼ା ସାପର ଅନ୍ୟ ଦାନ୍ତକୁ ଆହାର ଦାନ୍ତ ବୋଲାଯାଏ]