ବିଷ ଦାନ୍ତ ଓପାଡ଼ିବା
ଦେଖଣା
ବିଷ ଦାନ୍ତ ଓପାଡ଼ିବା
ଉଚ୍ଚାରଣ
[ସମ୍ପାଦନା]ବିଷ ଦାନ୍ତ ଭାଙ୍ଗିବା, ବିଷ ଦାନ୍ତ ଭାଙ୍ଗିଦେବା, ବିଷ ଦାନ୍ତ ଝଡ଼ା(ଡ଼େ)ଇ ଦେବାଅନ୍ୟରୂପ
ଅନୁବାଦ
[ସମ୍ପାଦନା]ବିଷ ଦାନ୍ତ ଓପାଡ଼ିବା
|
ବିଷ ଦାନ୍ତ ଉପୁଡ଼ିବା, ବିଷ ଦାନ୍ତଭାଙ୍ଗିଯିବା, ବିଷ ଦାନ୍ତ ଝଡ଼ିବାବିଶେଷ୍ୟରୂପ
ଦେଶଜ - କ୍ରି. (ସଂସ୍କୃତ - ବିଷଦାନ୍ତ+ଉତ୍ପାଟନ)
[ସମ୍ପାଦନା]- ୧. ସାପର ବିଷ ଦାନ୍ତକୁ ଭାଙ୍ଗି ସାପକୁ ବିଷହୀନ କରିବା —୧. Extracting the fangs of a serpent.
[ଦ୍ରଷ୍ଟବ୍ୟ —ସାପର ବିଷ ଦାନ୍ତ ଭାଙ୍ଗି ଦେବା ପରେ ଯେବେ ସେ ଦଂଶନ କରେ ସେ ଆଘାତରେ ଆପଦ ଘଟିବାର ସମ୍ଭାବନା ନ ଥାଏ]
- ୨. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତି ହାତରୁ ଅନ୍ୟର ଅନିଷ୍ଟ କରିବାର କ୍ଷମତା ଛଡ଼ାଇ ନେବା — ୨. (figurative) To deprive a person o the power of injuring others.