ବିଷ ବୃକ୍ଷ
ଦେଖଣା
ବିଷ ବୃକ୍ଷ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ବିଷ+ବୃକ୍ଷ)
[ସମ୍ପାଦନା]- ୧. ଯେଉଁ ବୃକ୍ଷର ପତ୍ର ବା ଫଳାଦି ବିଷାକ୍ତ —୧. poisonous tree.
- ୨. ଡ଼ିମ୍ୱିରି ଗଛ (ହିନ୍ଦୀ - ଶ.) —୨. The fig tree.
- ୩. (ଲକ୍ଷଣାର୍ଥ) ମନ୍ଦ ବା ଦୁଷ୍ଟ ବ୍ୟକ୍ତି —୩. (figurative) A wicked or depraved person.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବଙ୍ଗୀୟ ଲେଖକ ବଙ୍କିମଚନ୍ଦ୍ରଙ୍କ କୃତ ପ୍ରସିଦ୍ଧ ଉପନ୍ୟାସ —The title of a Bengalee novel by bankima chandra.