ବିଷ ବୈଦ୍ୟ
ଦେଖଣା
ବିଷ ବୈଦ୍ୟ
ଉଚ୍ଚାରଣ
[ସମ୍ପାଦନା](ବିଷ ଭିଷକ୍—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବିଷ+ବେଦ୍ୟ; କିମ୍ୱା ବିଷ ବିଦ୍ୟା +ଜ୍ଞାନାର୍ଥେ. ଅ)
[ସମ୍ପାଦନା]ମନ୍ତ୍ରୌଷଧିଦ୍ୱାରା ବିଷକ୍ରିୟା ନଷ୍ଟ କରିବାକୁ କ୍ଷମ ଚିକିତ୍ସକ — A physician who cures snake-bites and counteracts the effects of various poisons by means of charms or medicines.