ବିଷ ଯୋଗ
ଦେଖଣା
ବିଷ ଯୋଗ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଜ୍ୟୋତିଷ)
[ସମ୍ପାଦନା]ନକ୍ଷତ୍ରାମୃତ ଯୋଗ ଓ ସିଦ୍ଧି ଯୋଗର ଏକତ୍ର ମିଳନରେ ଘଟିବା ଅଶୁଭକର ଯୋଗ ବିଶେଷ —An inauspicious astrological conjunction.
[ଦ୍ରଷ୍ଟବ୍ୟ —ଘୃତ ଓ ମଧୁ ଯେଉଁ ପରି ପୃଥକ୍ ଅବସ୍ଥାରେ ଶରୀରର ପୃଷ୍ଟି ସାଧକ, କିନ୍ତୁ ଏକତ୍ର ମିଶ୍ରିତ ହେଲେ ବିଷ ହୁଏ, ସେହିପରି ଉକ୍ତ ଯୋଗଦ୍ୱୟ ପୃଥକ୍ ଅବସ୍ଥାରେ ଯାତ୍ରାତି ଶୁଭ କର୍ଯ୍ୟରେ ଶୁଭ ସୂଚକ, କିନ୍ତୁ ଏକତ୍ର ଘଟିଲେ ଅଶୁଭକର]