ସଂସ୍କୃତ - ବି—(୬ଷଷ୍ଠୀ ତତ୍; ବିଷ+ଶୋଧନ)
[ସମ୍ପାଦନା]
ଆୟୂର୍ବେଦୋକ୍ତ ବିଧିରେ ବିଷ ଘଟିତ ବସ୍ତୁକୁ କୌଣସି ଔଷଧ ସଙ୍ଗେ ମିଶାଇବାକୁ ପୂର୍ବରୁ ତାକୁ ଗୋମୂତ୍ର ଆଗିରେ ସିଝାଇ ଉକ୍ତ ବିଷର ଉତ୍କଟତା ନିବାରଣ ପ୍ରକ୍ରିୟା — The rectification or purification of poison by processes enjoined in the Āyurbeda.