ବିସ
ଦେଖଣା
ବିସ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ଓ ବିଶେଷଣ - (ସଂସ୍କୃତ - ବିଂଶ)
[ସମ୍ପାଦନା]କୋଡିଏ — Twenty.
ବିସ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି— (ବିସ ଧାତୁ=ପ୍ରବେଶ କରିବା+କର୍ତ୍ତୃ. ଅ; ଯେ ଜଳରେ ଅନବରତ ପ୍ରବେଶ କରି ରହିଛି)
[ସମ୍ପାଦନା]- ୧. ପଦ୍ମ ପ୍ରଭୃତିର ମୃଣାଳ — ୧. The stalk of lotus.
- ୨. ପଦ୍ମର ସୂକ୍ଷ୍ମ ତନ୍ତୁ — ୨. The fibre of a lotus (Apte).