Jump to content

ବିସଂବାଦ

ଉଇକିଅଭିଧାନ‌ରୁ

ବିସଂବାଦ

ଉଚ୍ଚାରଣ

[ସମ୍ପାଦନା]

(ବିସମ୍ୱାଦ—ଅନ୍ୟରୂପ)

ସଂସ୍କୃତ - ବି—(ବି+ସମ+ବଦଧାତୁ=କହିବା+ଭାବ ଅ)

[ସମ୍ପାଦନା]
୧. ପ୍ରତାରଣା — ୧. Deception.
୨. ଅମେଳ — ୨. Incongruity; disagreement.
୩. କଳି; ତକରାର — ୩. Quarrel.
୪. ବିରୋଧ — ୪. Opposition; contradiction.

[ଦ୍ରଷ୍ଟବ୍ୟ —ଭାଷାରେ ଏହା ବିବାଦ ଶବ୍ଦ ପରେ ସହଚରରୂପେ ବ୍ୟବହୃତ ହୁଏ]

୫. ପ୍ରତିଜ୍ଞାଭଙ୍ଗ — ୫. Breach of one's promise (Apte).
୬. ଆଶାକରିଥିବା ଅବସ୍ଥାରେ ନିରାଶହେବା — ୬. Disappointment (Apte).
୭. ବିବାଦ — ୭. Dispute.