ବିସଂବାଦୀ
ଦେଖଣା
ବିସଂବାଦୀ
ଉଚ୍ଚାରଣ
[ସମ୍ପାଦନା](ବିସଂବାଦୀନୀ—ସ୍ତ୍ରୀ)
(ବିସମ୍ୱାଦୀ—ଅନ୍ୟରୂପ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବି+ସମ+ବଦଧାତୁ+କର୍ତ୍ତୃ ଇନ; ୧ମା. ୧ବ)
[ସମ୍ପାଦନା]- ୧. ଯେ ଆଶା ଦେଇ ନିରାଶକରେ — ୧. Disappointing.
- ୨. ଧପ୍ପାବାଜ — ୨. Deceiving; fraudulent.
- ୩. ପରସ୍ପର ବିରୋଧୀ — ୩. Contradictory; inconsistent.
- ୪. ଯେ ଅନ୍ୟ ସହିତ ଏକମତ ନ ହୁଏ — ୪. Differing; disagreeing.
- ୫. ବିବାଦକାରୀ — ୫. Disputing; contesting.
- ୭. ମିଥ୍ୟା — ୭. False; untrue (Apte).