Jump to content

ବିସଂଯୋଗ

ଉଇକିଅଭିଧାନ‌ରୁ

ବିସଂଯୋଗ

ଉଚ୍ଚାରଣ

[ସମ୍ପାଦନା]

(ବିସଂଯୁକ୍ତ—ବିଣ)

ସଂସ୍କୃତ - ବିଣ—(ବି+ସଂଯୋଗ)

[ସମ୍ପାଦନା]

ଅସଂଲଗ୍ନ — Unconnected.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଅସୁବିଧା — ୧. Inconvenience.
୨. ମିଳନର ଅଭାବ — ୨. Want of contact or union.
୩. ବିଚ୍ଛେଦ — ୩. Separation; disjunction.