Jump to content

ବିସଂଷ୍ଠୁଳ

ଉଇକିଅଭିଧାନ‌ରୁ

ବିସଂଷ୍ଠୁଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ବି+ସମୁ+ସ୍ଥା ଧାତୁ=ରହିବା+କର୍ତ୍ତୃ ଉଳ)

[ସମ୍ପାଦନା]
୧. ବିଶୃଙ୍ଖଳ — ୧. Unmethodical; disorganised.
୨. ଅବ୍ୟବସ୍ଥିତ — ୨. Unsteady.
୩. ଅସମତଳ — ୩. Uneven (Apte).
୪. ଆନ୍ଦୋଳିତ; ଅସ୍ଥିର — ୪. Agitated (Apte).