Jump to content

ବିସକଣ୍ଠିକା

ଉଇକିଅଭିଧାନ‌ରୁ

ବିସକଣ୍ଠିକା

ଉଚ୍ଚାରଣ

[ସମ୍ପାଦନା]

(ବିସକଣ୍ଠୀ—ଅନ୍ୟରୂପ)

ସଂସ୍କୃତ - ବି(ବହୁବ୍ରୀହି, ବିସ+କଣ୍ଠ+ଆ; ବିସ=ମୃଣାଳ ପରି ଧଳା କଣ୍ଠ ଯାହାର)

[ସମ୍ପାଦନା]

ବଳାକା; ଛୋଟ ଧଳା ବଗ —A small variety of paddy bird.