ବିସଖପରା
ଦେଖଣା
ବିସଖପରା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଣ—(ସଂସ୍କୃତ - ବିଷ+ଖର୍ପର)
[ସମ୍ପାଦନା]- ୧. ଅତି ତ୍ରୁଦ୍ଧ; ଅଗ୍ନି ଶର୍ମା —୧. Enraged.
- ୨. ଅତି ବିରକ୍ତ — ୨. Much annoyed.
=== ଦେଶଜ - ବିଶେଷ୍ୟ -
ସୋରିଷଆ ଗୋଧି — A poisonous variety of iguana.
[ଦ୍ରଷ୍ଟବ୍ୟ —ଏହାର ବର୍ଣ୍ଣ ଚମ୍ପେଇନେଉଳ ପରି ଓ ଦେହଯାକ ଆରକ୍ତ ବିନ୍ଦୁମୟ ଏହାର ଜିଭ ଲମ୍ୱ ଓ ନାଲି ଓ ଏ ବାରଂବାର ଲମ୍ୱ ଜିଭକୁ ପଦାକୁ ବାହାର କରୁଥାଏ ଏହାଦ୍ୱାରା ଦଷ୍ଟ ଜୀବ ତତକ୍ଷଣାତ୍ ମରିଯାଏ]