ବିସଙ୍କଟ
ଦେଖଣା
ବିସଙ୍କଟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଣପୁଲିଙ୍ଗ - (ବି+ସନ୍+କଟ୍ ଧାତୁ=ଗମନ କରିବା+ କର୍ତ୍ତୃ. ଅ)
[ସମ୍ପାଦନା]ବିଶାଳ; ଅତି ବୃହତ୍ — Huge; gigantic.
ବିସଙ୍କଟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ବି+ସମ+କଟଧାତୁ=ଭ୍ରମଣ କରିବା+କର୍ତ୍ତୃ. ଅ)
[ସମ୍ପାଦନା]- ୧. ସିଂହ — ୧. Lion.
- ୨. ଇଙ୍ଗୁଦୀବୃକ୍ଷ — ୨. Ingudī (tree).
ସଂସ୍କୃତ - ବିଶେଷଣ - (ବି+ସଙ୍କଟ)
[ସମ୍ପାଦନା]- ୧. ବିଶାଳ; ବୃହତ — ୧. Vast; gigantic.
- ୨. ଭୟଙ୍କର — ୨. Frightful; dreadful (Apte).