ବିସନ୍ଧି
ରଚନା ଦୋଷ ବିଶେଷ; ଯେଉଁ ରଚନାରେ ମନ୍ଦ ବା ଶ୍ରୁତିକଟୁ ସନ୍ଧି ଥାଏ, କିମ୍ୱା ପଦମାନଙ୍କରେ ସନ୍ଧି ନ ଥାଏ — Bad or disagreeable euphony or absence of Sandhi, regarded as a fault in composition.
ବିକନ୍ଦି (ଦେଖ) - — Bikandi (See)