ବିସପ
ଦେଖଣା
ବିସପ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବି+ସୃପ ଧାତୁ=ଗମନ କରିବା+ଭାବ. ଅ)
[ସମ୍ପାଦନା]- ୧. ଗମନ — ୧. Going; moving to and fro.
- ୨. ବିସ୍ତୃତ ହେବା; ପ୍ରସରଣ; ବ୍ୟାପ୍ତି — ୨. Spreading; circulation; diffusion.
- ୩. (+କର୍ତ୍ତୃ. ଅ) ଏକପ୍ରକାର ଜ୍ୱର ସହିତ ଦେହଯାକ ଫଳିଯିବା ରୋଗ —୩. Simultaneous eruption of boils on the body accompanied with fever.
- ୪. ସ୍ଫୋଟକ ଓ ବ୍ରଣାଦିର ଉତ୍ସେକ; ଘାଆ ଓ ବ୍ରଣଆଦି ବିସ୍ତୃତ ହୋଇ ପାଚିବା ଓ ଫୁଲିବା — ୪. The swelling and ripening of sores and boils.
- ୫. ଶୁଖିଲା କୁଣ୍ଡିଆ — ୫. Dry spreading itch (Apte)
- ୬. କୌଣସି କାର୍ଯ୍ୟର ଅପ୍ରତ୍ୟାଶିତ ଫଳ An unexpected or unwished for consequence of an act (Apte).
- ୭. ସାପକଙ୍କାଳି (ଦେଖ) - —୭. Sāpakaṅkāḻi (See)