Jump to content

ବିସର

ଉଇକିଅଭିଧାନ‌ରୁ

ବିସର

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ଆଇଁଷ — Fish or meat.



ବିସର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବିସୋର, ବିସୋରଣ, —ଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (ବି+ସୃ ଧାତୁ=ଯିବା+କର୍ମ. ଅ)

[ସମ୍ପାଦନା]
୧. ସମୂହ; ଦଳ — ୧. Collection; crowd; multitude.
୨. (ବି+ ସୃ ଧାତୁ=ଯିବା+ଭାବ. ଅ) ବିସ୍ତାର — ୨. Expansion; spreading; extending.

(ଉ—ମୟୂଖ ଶିରୀମୟ ମଞ୍ଜରୀ ବିସର ସୁଷମାରେ କବିସୂର୍ଯ୍ୟ, କିଶୋରୀଚମ୍ପୁ ମ ଗୀତ )

୩. ସଞ୍ଚାର — ୩. Movement.
୪. ଗଦା; ରାଶି ୪. Heap (Apte).

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବିସ୍ମରଣ)

[ସମ୍ପାଦନା]

ବିସ୍ମରଣ; ପାସୋରା; ପାସୋରିବା — Forgetting.