ବିସରଣ
ଦେଖଣା
ବିସରଣ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବି+ସୃ ଧାତୁ=ଯିବା+ଭାବ. ଅନ)
[ସମ୍ପାଦନା]- ୧. ବିସ୍ତାର — ୧. Extension.
- ୨. ପ୍ରବାହ — ୨. Flow.
- ୩. ଘଟନାର ସ୍ରୋତ — ୩. The trend of events.
- ୪. ଉତ୍ପତ୍ତି — ୪. Production.
=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ବିସ୍ମରଣ ପ୍ରା. ବିସସରଣ)
ବିସ୍ମରଣ — Forgetting.