Jump to content

ବିସରିବା

ଉଇକିଅଭିଧାନ‌ରୁ

ବିସରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବିସରି ପକା(କେ)ଇବା, ବିସରି ଦେବା—ଅନ୍ୟରୂପ

[ବିସରା(ରେ)ଇବା—ଣିଜନ୍ତ ରୂପ]

ଦେଶଜ - କ୍ରି. (ସଂସ୍କୃତ - ବିସ୍ମରଣ)

[ସମ୍ପାଦନା]
୧. ପାସୋରି ପକାଇବା; ବିସୂତ ହେବା —୧. To forget.

(ଉ—ବିହୟସେ ଲାସ୍ୟଉଲ୍ଲାସକୁ ନ ବିସରେ ଭଞ୍ଜ, ବୈଦେହୀଶବିଳାସ)

୨. ବିନଷ୍ଟ ହେବା — ୨. To be lost or spoiled.
୨. ନିଃଶେଷ ହେବା — ୨. To be emptied.