Jump to content

ବିସର୍ଜନ

ଉଇକିଅଭିଧାନ‌ରୁ

ବିସର୍ଜନ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ବି+ସୃଜ ଧାତୁ=ତ୍ୟାଗ କରିବା+ଭାବ. ଅନ)

[ସମ୍ପାଦନା]
୧. ପରିତ୍ୟାଗ — ୧. Abandoning.
୨. ଦାନ — ୨. Giving donation.
୩. ନିକ୍ଷେପଣ — ୩. Throw-ing.
୪. ପ୍ରେରଣ — ୪. Sending.
୫. ପୂଜା ଶେଷରେ ପ୍ରତିମାଦିକୁ ଜଳସାତ କରିବା — ୫. Consignment of an image to water after its worship is
over.
୬. ପୂଜାଶେଷରେ ପୂଜାସ୍ଥାନକୁ ଆହୁତ ଦେବତାଦିଙ୍କୁ ସୁସ୍ଥାନକୁ ବାହୁଡିଯିବାପାଇଁ ପ୍ରାର୍ଥନା (ବିପରୀତ—ଆବାହନ) — ୬. The ritual of asking a Deity (invited to attend a particular function or worship) to go back after accepting the homage rendered.
୭. ପ୍ରାଣତ୍ୟାଗାର୍ଥ ଜଳରେ ବା ଅଗ୍ନିରେ ଆପଣାର ଶରୀରକୁ ଅର୍ପଣ; ଝାସ — ୭. Consigning one body into water or fire; self- immolation.
୮. ପ୍ରସ୍ଥାନ — ୮. Departure.
୯. ସମାପ୍ତି; ଅନ୍ତ (ହିନ୍ଦୀ - ଶ) — ୯. Completion; finis.
୧. ବରଖାସ୍ତି; କାର୍ଯ୍ୟଚ୍ୟୁତି — ୧୦. Dismissal.