Jump to content

ବିସର୍ଜନୀୟ

ଉଇକିଅଭିଧାନ‌ରୁ

ବିସର୍ଜନୀୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ବି+ସୃଜ ଧାତୁ=ତ୍ୟାଗ କରିବା+କର୍ମ. ଅନୀୟ)

[ସମ୍ପାଦନା]

ତ୍ୟାଜ୍ୟ — To be abandoned.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବିସର୍ଗ ବର୍ଣ୍ଣ; 'ଃ' — The letter Bisarga.