Jump to content

ବିସର୍ଜନ କରିବା

ଉଇକିଅଭିଧାନ‌ରୁ

ବିସର୍ଜନ କରିବା

ଉଚ୍ଚାରଣ

[ସମ୍ପାଦନା]

(ବିସର୍ଜନ ଦେବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ତ୍ୟାଗ କରିବା; ପରିତ୍ୟାଗ କରିବା — ୧. To abandon; to relinquish.
୨. ଫୋପାଡି ଦେବା — ୨. To throw away.
୩. ଦାନ ଦେବା — ୩. To give away.
୪. ପୂଜାନ୍ତେ ପ୍ରତିମାକୁ ଜଳରେ ନିକ୍ଷେପ କରିବା — ୪. To consign an image to water after its worship is over.
୫. ପ୍ରାଣକୁ ଝାସ ଦେବା — ୫. To consign one's body into fire or water.