ବିସର୍ପିବା
(ବିସରପିବା,ବିସିରିପିବା, ବିସିରିପିଯିବା, ବିସିର୍ପିବା—ଅନ୍ୟରୂପ)
(ବଥ, ଘାଆଆଦି) ଦେହରେ ବିସ୍ତୃତ ହୋଇ ପାଚି ଫୁଲିବା —To spread and supporate and swell (said of sores and boils).