Jump to content

ବିସାର

ଉଇକିଅଭିଧାନ‌ରୁ

ବିସାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ସୃ ଧାତୁ= ଗମନ କରିବା; ବିସ୍ତୃତ ହେବା+ ଭାବ. ଅ)

[ସମ୍ପାଦନା]
୧. ବିସ୍ତାର — ୧. Diffusion; spreading out; expansion.
୨. ପ୍ରବାହ — ୨. Current; flow.
୩. ଉତ୍ପତ୍ତି — ୩. Production.
୪. (ବି+ସୃ ଧାତୁ+କର୍ତ୍ତୃ. ଅ)— ମତ୍ସ୍ୟ —୪. Fish.
୫. କାଠ — ୫. Wood; timber.