ବିସାରମହାନ୍ତି
ଦେଖଣା
ବିସାରମହାନ୍ତି
ଉଚ୍ଚାରଣ
[ସମ୍ପାଦନା]=== ଦେଶଜ - ବିଶେଷ୍ୟ - (ନାମ)
କଳାପାହାଡ ଜଗନ୍ନାଥଙ୍କ ବିଗ୍ରହକୁ ଗଙ୍ଗାକୂଳରେ ଅଗ୍ନିସାତ କରିବା ସମୟରେ ତାଙ୍କର ବିଗ୍ରହାଂଶ (ନାଭି)କୁ ଅଗ୍ନିରୁ ଉଦ୍ଧାର କରି ଘେନି ଆସି କୁଜଙ୍ଗ ରାଜାଙ୍କୁ ଅର୍ପଣ କରିଥିବା ଜଣେ ଓଡ଼ିଆ
ଭକ୍ତା (ସେହି ନାଭି ଜଗନ୍ନାଥଙ୍କ ଦାରୁମୂର୍ତ୍ତି ମଧ୍ୟରେ ଅବଧି ରହିଅଛି) — Name of an Oriya who saved the essental portion (navel) of the image of Lord Jagannātha of Puri when Kaḻāpābāṟḏa consigned it to the flames on the bank of the Ganges.