Jump to content

ବିସାରୀ

ଉଇକିଅଭିଧାନ‌ରୁ

ବିସାରୀ

ଉଚ୍ଚାରଣ

[ସମ୍ପାଦନା]
(ବିସାରିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ -(ବିସାରିନ; ବି+ସୃ ଧାତୁ=କର୍ତ୍ତୃ. ଇନ)

[ସମ୍ପାଦନା]
୧. ବିସ୍ତୃତିଶୀଳ — ୧. Spreading.
୨. ଗମନ— ଶୀଳ — ୨. Roving; moving.

=== ସଂସ୍କୃତ - ବିଶେଷ୍ୟ -

ମତ୍ସ୍ୟ — Fish.