Jump to content

ବିସୁଖ

ଉଇକିଅଭିଧାନ‌ରୁ

ବିସୁଖ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ବି=ବିଗତ+ସୁଖ)

[ସମ୍ପାଦନା]
୧. ଦୁଃଖ; ସୁଖର ଅଭାବ — ୧. Want of happiness; misery.

[ଉ—ଯେଉଁ ଦିନ ମୋର ବିଷୟରେ ପଡ଼ି ବିସୁଖ ହୁଅଇ ଯେତେ, ନାନା କୋପଭର ତାପ କରିଲେହେଁ ଶରଧା ଲାଗଇ ମୋତେ ଦୀନକୃଷ୍ଣ, ଗୁଣ— ସାଗର]

୨. ଅସୁସ୍ଥତା; ରୋଗ — ୨. Illness.

ଦେଶଜ - ବିଶେଷଣ -

[ସମ୍ପାଦନା]

ରୁଗ୍ଣ; ଅସୁସ୍ଥ (ଶରୀର) — Sick; ill.