Jump to content

ବିସୁଳି ପାତକ

ଉଇକିଅଭିଧାନ‌ରୁ

ବିସୁଳି ପାତକ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ବିଷଦାନ+ପାତକ)

[ସମ୍ପାଦନା]

ପାପବିଶେଷ; ବିଷଦାନଦ୍ୱାରା ହତ୍ୟା ଜନିତ ପାପ —Sin due to killing by poisoning.

[ଉ—ମାତୃ ଯେ ହରଣ ଦୋଷ ହୃଦ ଭାଗେ ନାଶେ, କରମାଳେ ବିସୁଳି— ପାତକ ଯେ ବିନାଶେ ପ୍ରାଚୀ, ଶ୍ରୀ ଗୁରୁଭକ୍ତି ଗୀତା]