Jump to content

ବିସୃତ

ଉଇକିଅଭିଧାନ‌ରୁ

ବିସୃତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ବି+ସୃ ଧାତୁ=ଯିବା+କର୍ତ୍ତୃ. ଓ କର୍ମ. ତ)

[ସମ୍ପାଦନା]
୧. ସ୍ଥାନାନ୍ତରିତ — ୧. Transferred.
୨. ବିସ୍ତୃତ; ପ୍ରସାରିତ; ବ୍ୟାପ୍ତ —୨. Spread; diffused.
୩. କଥିତ — ୩. Spoken; uttered.