ବିସୋର
(ବିସୋରଣ—ଅନ୍ୟରୂପ)
ବିସ୍ତୃରଣ —Forgetting.
ବିସ୍ତୃତ — Forgotten.
(ଉ—ବାଲ୍ୟେ ଜଗତ ରଚନା ନୋହେ ବିସୋର ଭଞ୍ଜ, ବୈଦେହୀଶବିଳାସ)