Jump to content

ବିସ୍କିର

ଉଇକିଅଭିଧାନ‌ରୁ

ବିସ୍କିର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ବି+କୃ ଧାତୁ=ବିକ୍ଷେପ କରିବା+କର୍ତ୍ତୃ. ଅ; ସୁ ଆଗମ)

[ସମ୍ପାଦନା]

ପକ୍ଷୀ —Bird

(ଉ—ବାଜି ନାମୁଁ; ବିସ୍କିରେ ଜାଣି ମିତ୍ରତା କରି ଭଞ୍ଜ, ବୈଦେହୀଶ— ବିଳାସ)