ବିସ୍କେଇବା
ଦେଖଣା
ବିସ୍କେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିସ୍କେଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ବିସ୍କିବା କ୍ରିୟାର ଣିଜନ୍ତରୂପ)— ମନ୍ତ୍ର ଔଷଧ ଆଦି ପ୍ରୟୋଗଦ୍ୱାରା ଦୁଗଧବତୀ ଗାଭୀର ଦୁଗଧ ଊଣା କରାଇବା —To cause a cow to run dry by appliance of charms.
- ୨. ବିସ୍କିବା (ଦେଖ) - — ୨. Biskibā (See)