Jump to content

ବିସ୍ତର

ଉଇକିଅଭିଧାନ‌ରୁ

ବିସ୍ତର

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବି— (ନି+ସ୍ତୁ ଧାତୁ=ବିସ୍ତାର କରିବା; ଆଚ୍ଛାଦନ କରିବା+କର୍ମ. ଅ)

[ସମ୍ପାଦନା]
୧. ପ୍ରାଚୁର୍ଯ୍ୟ; ପ୍ରଚୁରତା — ୧. Abundance.
୨. ସମୂହ — ୨. Collection; multitude.
୩. ଅନୁରାଗ; ପ୍ରଣୟ — ୩. Attachment; love.
୪. ଆସନ — ୪. A seat.
୫. ବାକ— ପ୍ରପଞ୍ଚ — ୫. Verbosity.
୬. ବିଶେଷ ବର୍ଣ୍ଣନ — ୬. Profuse description.
୭. ସଂଖ୍ୟା — ୭. Number.
୮. ଶଯ୍ୟା — ୮. Bed.
୯. (ବି+ସ୍ତୃ ଧାତୁ+ଭାବ. ଅ)— ବିସ୍ତାର — ୯. Expansion.

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]
୧. ବହୁତ; ଅନେକ — ୧. Much; greatly.

(ଉ—ପ୍ରାତେ ପାଦପ ପର୍ଣ୍ଣ ଝରେ ବିସ୍ତର— ରାଧାନାଥ, ମେଘଦୁତ)

ଦେଶଜ - ବିଶେଷଣ -

[ସମ୍ପାଦନା]

ବେଶି — Great.

୩. ଅତ୍ୟଧିକ; ବେଜାୟ — ୩. Excessive.

ଅନୁବାଦ

[ସମ୍ପାଦନା]

ବିଶେଷ୍ୟ -

[ସମ୍ପାଦନା]

ଆଧିକ୍ୟନ — Excess.

(ଉ—ଉତ୍ତମ ଦ୍ରବ୍ୟ ଭୁଞ୍ଜାଇବ, ଶ୍ରାଦ୍ଧେ ବିସ୍ତୁର ନ କରିବା ଜଗନ୍ନାଥ)