Jump to content

ବିସ୍ତାରକ

ଉଇକିଅଭିଧାନ‌ରୁ

ବିସ୍ତାରକ

ଉଚ୍ଚାରଣ

[ସମ୍ପାଦନା]
(ବିସ୍ତାରିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବି+ସ୍ତୃ ଧାତୁ=ବିସ୍ତାର କରିବା+କର୍ତ୍ତୃ. ଅକ)

[ସମ୍ପାଦନା]
୧. ଯେ ବିସ୍ତାର କରେ — ୧. Spreading.
୨. ବିଶେଷ ରୂପେ ପ୍ରକାଶକ — ୨. Publishing widely.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବୃଦ୍ଧଦାରକ)

[ସମ୍ପାଦନା]

ବୃଦ୍ଧଦାରକ (ଦେଖ) - —Bṛuddhadāraka (See)

ଦେଶଜ - ବିଶେଷଣ -

[ସମ୍ପାଦନା]

ବିସ୍ତୃତ — Spread.

(ଉ—ବିସ୍ତାରକ ସୁମନସ—ପଦ୍ଧତି ଆହୁରି ଭଞ୍ଜ, ବୈଦେହୀଶବିଳାସ)