Jump to content

ବିସ୍ତାରିତ

ଉଇକିଅଭିଧାନ‌ରୁ

ବିସ୍ତାରିତ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ବିସ୍ତାର+ସଂଜାତ ଅର୍ଥେ ଇତ; ବି+ସ୍ତୃ ଧାତୁ ଣିଚ+କର୍ମ. ତ)

[ସମ୍ପାଦନା]
୧. ପ୍ରସାରିତ — ୧. Expandded; spread.
୨. ବୃଦ୍ଧିକୃତ; ବର୍ଦ୍ଧିତ —୨. Increased.
୩. ବିସ୍ତୃତ ବିବରଣ ଯୁକ୍ତ — ୩. Detailed.
୪. ବିଞ୍ଚି ହୋଇ ଯାଇଥିବା —୪. Scattered.
୫. ବ୍ୟାପ୍ତ — ୫. Diffused.