ବିସ୍ତାରିବା
ଦେଖଣା
ବିସ୍ତାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପଦ୍ୟ) (ସଂସ୍କୃତ - ବିସ୍ତାର)
[ସମ୍ପାଦନା]- ୧. ବିସ୍ତୃତ କରିବା; ପ୍ରସାରିବା — ୧. To spread out.
- ୨. ମେଲାଇବା — ୨. To open.
(ଉ—ବିସ୍ତାରିଣ ବାତାୟନ, ଦତ୍ତ ନୟନ ଶୟନ, ତେଳିଣ ଅୟନ ପୂର୍ଣ୍ଣ ସେହି ସେ ଭ଼ଞ୍ଜ— ବୈଦେହୀଶବିଳାସ)
- ୩. ବଢ଼ାଇବା — ୩. To extend.
(ଉ—ଦୁର୍ଦ୍ଦମ ଶକ ଜାତିର ଲଭି ସହାୟତା, ବିସ୍ତାରିଲା ସ୍ୱଭାବ, ଜିଣିଲା ସେ ବହୁ ରାଜ୍ୟ ବାହୁବଳେ ଚିନ୍ତାମଣି, ବିକ୍ରମାଦତ୍ୟ)
- ୪. ବିଛାଇବା — ୪. To spread out.
- ୫. ବିଶଦ ବିବରଣ ଦେବା — ୫. To describe in detail.
(ଉ—ବିସ୍ତାରି କହ ମୋତେ ଋଷି କୁଳବର କୃଷ୍ଣସିଂହ, ମହାଭାରତ ସଭା)