Jump to content

ବିସ୍ତାରୀ

ଉଇକିଅଭିଧାନ‌ରୁ

ବିସ୍ତାରୀ

ଉଚ୍ଚାରଣ

[ସମ୍ପାଦନା]
(ବିସ୍ତାରିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବି+ସ୍ତୃ ଧାତୁ=ବିସ୍ତୃତ ହେବା+କର୍ତ୍ତୃ. ଇନ୍; ୧ମା. ୧ବ)

[ସମ୍ପାଦନା]
୧. ସୁବିସ୍ତୃତ; ବଡ଼; ପ୍ରକାଣ୍ଡ — ୧. Extensive; large; great; mighty.
୨. ଯେ ବିସ୍ତାର କରେ — ୨. Spreading.