Jump to content

ବିସ୍ତାର୍ଯ୍ୟ

ଉଇକିଅଭିଧାନ‌ରୁ

ବିସ୍ତାର୍ଯ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବି+ସ୍ତୃ ଧାତୁ ଣିଚ+କର୍ମ. ଯ)

[ସମ୍ପାଦନା]
୧. ବିସ୍ତୃତି ଯୋଗ୍ୟ — ୧. Fit to be spread.
୨. ବିସ୍ତାରିତ ଭାବରେ ପ୍ରକାଶ ଯୋଗ୍ୟ —୨. Deserving to be described in detail.