ବିସ୍ତୀର୍ଣ୍ଣ
ଦେଖଣା
ବିସ୍ତୀର୍ଣ୍ଣ
ଉଚ୍ଚାରଣ
[ସମ୍ପାଦନା](ବିସ୍ତୀର୍ଣ୍ଣା—ସ୍ତ୍ରୀ)
(ବିସ୍ତୀର୍ଣ୍ଣତା—ବି)
ସଂସ୍କୃତ - ବିଶେଷଣ - (ବି+ସ୍ତୃ ଧାତୁ=ଆଚ୍ଛାଦନ କରିବା+କର୍ତ୍ତୃ. ତ)
[ସମ୍ପାଦନା]- ୧. ବସ୍ତୃତ — ୧. Spread out.
- ୨. ପ୍ରଶସ୍ତ — ୨. Wide.
- ୩. ବହୁଦୂର ବିସ୍ତୃତ — ୩. Extensive.
- ୪. ବିଶାଳ — ୪. Huge; vast.
- ୫. ବ୍ୟାପ୍ତ —୫. Diffused.
- ୬. ଚାରିଆଡ଼େ ଖେଳିଆ ହୋଇଥିବା —୬. Strewn; scattered.