Jump to content

ବିସ୍ତୀର୍ଣ୍ଣ ପର୍ଣ୍ଣ

ଉଇକିଅଭିଧାନ‌ରୁ

ବିସ୍ତୀର୍ଣ୍ଣ ପର୍ଣ୍ଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ବିସ୍ତୀର୍ଣ୍ଣ+ପର୍ଣ୍ଣ)

[ସମ୍ପାଦନା]
୧. ମାନକ; ମାଣ ସାରୁ ଗଛ —୧. Arum Indica.
୨. କଦଳୀ (ଗଛ) — ୨. Plantain (tree).