ବିସ୍ତୃଷ୍ଟ
ଦେଖଣା
ବିସ୍ତୃଷ୍ଟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ -ବି+ସୃଜ ଧାତୁ+କର୍ମ. ତ)
[ସମ୍ପାଦନା]- ୧. ତ୍ୟକ୍ତ — ୧. Abandoned; quitted.
- ୨. ନିକ୍ଷିପ୍ତ — ୨. Thrown; emitted; hurled; sent forth; ejected.
- ୩. ପ୍ରେରିତ — ୩. Sent; despatched.
- ୪. ଦତ୍ତ — ୪. Given away; granted (Apte).
- ୫. ପାତିତ —୫. Shed; cast.
- ୬. ଛଡା ଯିବା — ୬. Let go; discharged (Apte).
- ୭. ଅପ— ସାରିତ —୭. Expelled; removed (Apte).