Jump to content

ବିସ୍ଫୁରିତ

ଉଇକିଅଭିଧାନ‌ରୁ

ବିସ୍ଫୁରିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବି+ସ୍ଫୁର୍ ଧାତୁ=ଚଞ୍ଚଳ ହେବା ଇତ୍ୟାଦି+ କର୍ତ୍ତୃ. ତ)

[ସମ୍ପାଦନା]
୧. କମ୍ପିତ — ୧. Trembling.
୨. ସ୍ଫୁର୍ତ୍ତିଯୁକ୍ତ — ୨. Stimulated.
୩. ଧ୍ୱନିତ — ୩. Resounding.
୪. ସ୍ଫୀତ — ୪. Swollen; elated.
୫. ବିସ୍ତାରିତ — ୫. Spread; widened.

ସଂସ୍କୃତ - ବିଶେଷ୍ୟ - (ବି+ସ୍ଫୁର୍ ଧାତୁ+ଭାବ. ତ)

[ସମ୍ପାଦନା]
୧. ସ୍ଫୁରଣ — ୧. Titilation; stimulation.
୨. (+କରଣ ତ) ଧ୍ୱନି — ୨. Sound.