Jump to content

ବିସ୍ଫୋଟ

ଉଇକିଅଭିଧାନ‌ରୁ

ବିସ୍ଫୋଟ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ବି+ସ୍ଫୁଟ୍ ଧାତୁ=ଭେଦ କରିବା+ଭାବ. ଅ; +ଆ)

[ସମ୍ପାଦନା]
୧. ଦେହରେ ବାହାରିବା କ୍ଷୁଦ୍ର ବ୍ରଣ — ୧. Boil; pimple.
୨. ଦେହରେ ବାହାରିବା ଫୋଟକା — ୨. Pistules or blisters coming out on the body.
୩. ବସନ୍ତ ବ୍ରଣ — ୩. Smallpox (Apte).