ବିସ୍ଫୋଟକା
ଦେଖଣା
ବିସ୍ଫୋଟକା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ବିସ୍ଫୁଟକା,ବିସ୍ଫୁଟୁକା,ବିସ୍ଫୋଟୋକା—ଗ୍ରାମ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବିସ୍ଫୋଟକ)
[ସମ୍ପାଦନା]- ୧. ବିଷିଫୋଟକା; ବିସ୍ଫୋଟକ (ଦେଖ) - — ୧. Bisphoṭaka (See)
- ୨. ବିଷଦୋଷରେ ବାହାରିଯିବା ଫୋଟକା — ୨. Blister caused by poison; poisonous eruption.