Jump to content

ବିସ୍ଫୋରକ

ଉଇକିଅଭିଧାନ‌ରୁ

ବିସ୍ଫୋରକ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ବିଜ୍ଞାନ ପରିଭାଷା)

[ସମ୍ପାଦନା]

ଯେଉଁ ଦ୍ରବ୍ୟ ହଠାତ ଜଳି ଉଠେ — Explosive; inflammable.

ବିଶେଷ୍ୟ -

[ସମ୍ପାଦନା]

ହଠାତ୍ ଜଳି ଉଠିବା ଦ୍ରବ୍ୟ —Inflammable article ; an explosive.