ବିସ୍ମରିବା
ପାସୋରିବା — To forget.
(ଉ— ଏମନ୍ତ ମନେ ପ୍ରସଚି, ନାରୀକି ସେ ନାରୀ ସରି, ଧଇର୍ଯ୍ୟ କରି କେଶରୀ, ନୋହେ ବିସ୍ମରି—ଭଞ୍ଜ, ପ୍ରେମସୁଧାନିଧି)